ଆଜିର ଖବର ଓଏଏସ୍ସ୍ତରରେ ଅଦଳବଦଳ: ବାଣପୁର ବ୍ଲକର ବିଡିଓ ଭାବେ ଦାୟିତ୍ବ ପାଇଲେ ବୋଲଗଡ ବିଡିଓ ଶୁଭଶ୍ରୀ ତ୍ରିପାଠୀ ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆଜି ରାଜ୍ୟ ସରକାର ଓଏଏସ୍ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଆଜି ୧୩ ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରାଯିବା ସହ ନୂତନ…