ଆଜିର ଖବର ନବରଙ୍ଗପୁରରେ “ଟ୍ରାଇବାଲ୍ ଫ୍ୟାଶନ୍ ଶୋ” ଆୟୋଜିତ ଭୁବନେଶ୍ଵର: ନବରଙ୍ଗପୁରରେ ଆୟୋଜିତ ହୋଇଯାଇଛି “ଟ୍ରାଇବାଲ୍ ଫ୍ୟାଶନ୍ ଶୋ”। ଜିଲ୍ଲାରେ ସୁଭଦ୍ରା ଶକ୍ତି ମେଳା ଅବସରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏହି ଫ୍ୟାଶନ ଶୋ ଆୟୋଜିତ ହୋଇଛି।…