ଜାତୀୟ ଖବର ସେନା ଯବାନ ମାନଙ୍କର ଅସାଧାରଣ ସାହସ, ଅତୁଟ ପ୍ରତିବଦ୍ଧତା ଏବଂ ବଳିଦାନକୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ନୂଆଦିଲ୍ଲୀ: ସେନା ଦିବସ ଅବସରରେ ସେନା ଯବାନ ମାନଙ୍କର ଅସାଧାରଣ ସାହସ, ଅତୁଟ ପ୍ରତିବଦ୍ଧତା ଏବଂ ବଳିଦାନକୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ…