ଅପରାଧ ଗୋଟିଏ ଘରୁ ପରିବାରର ତିନିଜଣଙ୍କ ଜଳନ୍ତା ମୃତଦେହ ଜବତ ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରାର ଗୋଟିଏ ପରିବାରର ତିନିଜଣଙ୍କର ହତ୍ୟା ହୋଇଥିବାର ଖବର ସାମ୍ନାକୁ ଆସିଛି । ଏହି ଘଟଣା ଏତ୍ମାଦୋଲ୍ଲାର ନଗଲା କିଶନଲାଲ ଅଞ୍ଚଳରେ ଘଟିଛି…