ଜାତୀୟ ଖବର ଯଦି BRICS ନିଜସ୍ୱ ମୁଦ୍ରା ଲଞ୍ଚ କରେ ତେବେ କ’ଣ ହେବ, କେତେ ଦୁର୍ବଳ ହେବ ଡଲାର? ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିର କେନ୍ଦ୍ର ହୋଇ ରହିଥିବା ଆମେରିକୀୟ ଡଲାରର ପ୍ରାଧାନ୍ୟ କ’ଣ ଭାଙ୍ଗିବାକୁ ଯାଉଛି? ଆମେରିକାର କଠୋର ଶୁଳ୍କ ନୀତି, ଆର୍ଥିକ ଚାପ ଏବଂ ମନମୁଖୀ…