ଆଜିର ଖବର ଟି -୨୦ କ୍ରିକେଟରେ ଇତିହାସ ରଚିଲା ଭାରତ, ଦ୍ୱିତୀୟ ଥର ପାଇଁ ୧୦ ୱିକେଟ୍ ରେ ଜିତିଲା ଟିମ ଇଣ୍ଡିଆ ନୂଆଦିଲ୍ଲୀ: ଚତୁର୍ଥ ଟି -୨୦ ମ୍ୟାଚରେ ଭାରତ ଜିମ୍ବାୱେକୁ ୧୦ ୱିକେଟରେ ପରାସ୍ତ କରିଛି। ଏହା ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଅପରାଜିତ ୩-୧ରେ…