ଆଜିର ଖବର ୨୦୨୬ ତାମିଲନାଡୁ ନିର୍ବାଚନରେ ଏକାକୀ ଲଢିବ ଟିଭିକେ: ଘୋଷଣା କଲେ ବିଜୟ ଥାଲାପଥୀ ମଦୁରାଇ: ଅଭିନେତା ବିଜୟଙ୍କ ତାମିଲାଗା ଭେଟ୍ଟି କଲ୍ୟାଣଗମ (ଟିଭିକେ) ଦଳ ଆସନ୍ତା ବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନରେ ରାଜନୈତିକ ପଦାର୍ପଣ କରିବ। ମଦୁରାଇରେ ଅନୁଷ୍ଠିତ ଦଳର ଦ୍ୱିତୀୟ…