ଅନ୍ତରାଷ୍ଟ୍ରୀୟ U19 ବିଶ୍ୱକପ୍ ସେମିଫାଇନାଲ୍ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ ନୂଆଦିଲ୍ଲୀ: ICC U-19 ବିଶ୍ୱକପ୍ 2026 ଏବେ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ୍ ବୁଧବାର ଫେବୃଆରୀ 4 ତାରିଖରେ ଭାରତ ଏବଂ ଆଫଗାନିସ୍ତାନ…