ଜାତୀୟ ଖବର ପୁଅର ଭୁଲ ପାଇଁ ବାପାଙ୍କ ଘର ଭାଙ୍ଗିବା ଠିକ ନୁହେଁ: ବୁଲଡୋଜର ମାମଲାରେ କହିଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ସାରା ଦେଶରେ ବୁଲଡୋଜର ଆକ୍ସନର ମାମଲା ଆଜି ସୁପ୍ରିମକୋର୍ଟରେ ପହଞ୍ଚିଛି। ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ ଅଭିଯୁକ୍ତ ନାବାଳକର ପିତାଙ୍କ ଘରେ ବୁଲଡୋଜର ଚାଲୁଥିବା ମାମଲାର ଶୁଣାଣି…