ଆଜିର ଖବର ଉଜ୍ଜୟିନୀ ହୋଟେଲରେ ଭୟଙ୍କର ଦୁର୍ଘଟଣା, ଗ୍ୟାସ୍ ଲିକ୍ରେ ୪ ମୃତ ଉଜ୍ଜୟିନୀ: ମୃତ୍ୟୁର ଚାମ୍ବର ପାଲଟିଲା ହୋଟେଲ ପରିସର! ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଆଖି ପିଛୁଳାକେ ଚାଲିଗଲା ୪ ଜଣଙ୍କ ଜୀବନ। ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ଦେୱାସ ରୋଡର…