ଆଜିର ଖବର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା: ୧୦.୩୫ କୋଟିରେ ପହଞ୍ଚିଲା ହିତାଧିକାରୀଙ୍କ ସଂଖ୍ୟା ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ୧୦ କୋଟି ୩୩ ଲକ୍ଷରୁ ଅଧିକ ପରିବାରଙ୍କୁ ଧୂଆଁରୁ ମୁକ୍ତ କରି ସେମାନଙ୍କ ଜୀବନକୁ ଉନ୍ନତ କରିଛି। ୨୦୨୫-୨୬ ଆର୍ଥିକ ବର୍ଷରେ,…