ଜାତୀୟ ଖବର ନିର୍ଦ୍ଦଳୀୟ MLCଙ୍କ BJPରେ ପୁନଃ ପ୍ରତ୍ୟାବର୍ତ୍ତନରେ JDU ଅସନ୍ତୁଷ୍ଟ: ଶୀର୍ଷ ନେତୃତ୍ୱଙ୍କ ହସ୍ତକ୍ଷେପ ଦାବି ପାଟନା: ବିହାରରେ ନିକଟରେ ୮ଟି ଆସନରେ MLC ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁଇ ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ। ସାରଣ ଶିକ୍ଷକ ଆସନରୁ ନିର୍ଦଳୀୟ…