ଜାତୀୟ ଖବର ତଦନ୍ତରେ ଉତ୍କର୍ଷତା ପାଇଁ ଓଡିଶାରୁ ୪ ଜଣ ସହ ୧୨୧ ଜଣ ପୁଲିସଙ୍କୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ,ପଢନ୍ତୁ ପୁରା ତାଲିକା ନୂଆଦିଲ୍ଲୀ, ୨୦୨୦ ବର୍ଷରେ ୧୨୧ ଜଣ ପୁଲିସ ଅଧିକାରୀଙ୍କୁ “ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ” ପ୍ରଦାନ କରାଯାଇଛି। ଅପରାଧିକ ତଦନ୍ତରେ ଉଚ୍ଚ ପେସାଦାର…