ଅନ୍ତରାଷ୍ଟ୍ରୀୟ UNSC ବୈଠକରେ ଭାରତର କଡା ପ୍ରତିକ୍ରିୟା: ଆତଙ୍କବାଦ ବିରୋଧରେ ଭିନ୍ନ ଭିନ୍ନ ମନୋଭାବ ଠିକ୍ ନୁହେଁ ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଭାରତ ପୁଣି ଥରେ ଆତଙ୍କବାଦ ପ୍ରସଙ୍ଗକୁ ଜୋରଦାର କରିଛି। ଆତଙ୍କବାଦ ପ୍ରତି ଦୃଢ ପ୍ରତିକ୍ରିୟା ପ୍ରକାଶ କରି ଭାରତ…