ଆଜିର ଖବର ୟୁପି ଉପ-ନିର୍ବାଚନରେ ମଧ୍ୟ ହେବ କଂଗ୍ରେସ-ଏସପି ମେଣ୍ଟ ପରୀକ୍ଷା, ଏହି ଆସନଗୁଡିକରେ ହେବ ଭୋଟ୍ ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ୟୁପିରେ ହେବାକୁ ଥିବା ଉପ-ନିର୍ବାଚନରେ ଏସପି-କଂଗ୍ରେସ ମେଣ୍ଟର ପରୀକ୍ଷା କରାଯିବ। କାରଣ ନିର୍ବାଚନ ହେବାକୁ ଥିବା ଅଧିକାଂଶ ଆସନରେ କେବଳ ବିଜେପି…