ଜାତୀୟ ଖବର ଏମଏସପିକୁ ନେଇ କଂଗ୍ରେସର ଦୋମୁହାଁ ରାଜନୀତି: ସି୨+୫୦%ର ଫର୍ମୁଲାକୁ ପ୍ରତ୍ୟାଖ୍ୟାନ କରିଥିଲେ ୟୁପିଏ ସରକାର ନୂଆଦିଲ୍ଲୀ: ଏମଏସପିକୁ ନେଇ ଆଇନ ଆଣିବା ଦାବିରେ କୃଷକମାନେ ଆନ୍ଦୋଳନ କରୁଛନ୍ତି। ସେପଟେ ଏମଏସପିକୁ ନେଇ କଂଗ୍ରେସ ପକ୍ଷରୁ ଆଇନଗତ ଗ୍ୟାରେଣ୍ଟି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଖାସ୍…