ଆଜିର ଖବର ଟିକେଟ ଫେରାଇଲେ ବିଜେପି ସାଂସଦ, ଅଶ୍ଳୀଳ ଭିଡିଓରେ ନିର୍ଦ୍ଦୋଷ ପ୍ରମାଣିତ ନହେବା ଯାଏଁ ଲଢିବେ ନାହିଁ ନିର୍ବାଚନ ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରବାଙ୍କିରୁ ବିଜେପି ସାଂସଦ ଉପେନ୍ଦ୍ର ସିଂ ରାୱତ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ଏକ ଆପତ୍ତିଜନକ ଭିଡିଓ ଭାଇରାଲ…