ଆଜିର ଖବର ATMରୁ ଟଙ୍କା ଉଠାଉଛନ୍ତି କି? ଟଙ୍କା ଉଠାଇବା ପୂର୍ବରୁ କରନ୍ତୁ ଯାଞ୍ଚ, ନଚେତ୍ ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ! UPI ଏବଂ ଅନଲାଇନ୍ ପେମେଣ୍ଟର ବ୍ୟବହାର ବଢ଼ିଥିଲେ ମଧ୍ୟ ନଗଦ ଟଙ୍କାର ଆବଶ୍ୟକତା ପଡ଼ିଲେ ଆଜି ବି ଅନେକ ଲୋକ ATM ଉପରେ ନିର୍ଭର କରୁଛନ୍ତି। ବିଶେଷକରି…