ଆଜିର ଖବର UPIର ନୂତନ ରେକର୍ଡ: ଗୋଟିଏ ଦିନରେ କାରବାର କଲା ୭୦ କୋଟି, ଆମେରିକା ଜନସଂଖ୍ୟାର ଦୁଇଗୁଣ ନୂଆଦିଲ୍ଲୀ: ଭାରତରେ ଡିଜିଟାଲ୍ କ୍ଷେତ୍ର ଦ୍ରୁତ ଗତିରେ ଆଗକୁ ବଢୁଛି। ଭାରତରେ UPIର ଲୋକପ୍ରିୟତା ବୃଦ୍ଧି ପାଇଛି। ଯାହା ଗୋଟିଏ ଦିନରେ ଆମେରିକାର ଜନସଂଖ୍ୟାର ଦୁଇଗୁଣ UPI…