ଆଜିର ଖବର 84% ଶୁଳ୍କ ପରେ 18 ଟି ଆମେରିକୀୟ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଚୀନ୍ ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ 104 ପ୍ରତିଶତ ଶୁଳ୍କର ଜବାବରେ ଆମେରିକା ଉପରେ ବେଜିଂ 84 ପ୍ରତିଶତ ଶୁଳ୍କ ଲାଗୁ କରିଛି। କେବଳ ସେତିକି ନୁହେଁ, ଚୀନ୍ ଏବେ…