ଆଜିର ଖବର ଯଦି ଆମେରିକାରୁ କିଛି କିଣିବା ବନ୍ଦ କରିଦିଏ ଭାରତ, ତେବେ କ’ଣ ହେବ, କିଏ ଅଧିକ କ୍ଷତି ସହିବ? ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ବିଶ୍ୱର ଦୁଇଟି ବୃହତ ଅର୍ଥନୀତି ଏବଂ ପରସ୍ପରର ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ଅଂଶୀଦାର ମଧ୍ୟ। ପ୍ରତିବର୍ଷ ଦୁଇ ଦେଶ ମଧ୍ୟରେ କୋଟି କୋଟି…