ଅନ୍ତରାଷ୍ଟ୍ରୀୟ ଆମେରିକାର ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଆଶ୍ଵସ୍ତି, ପ୍ରତିବନ୍ଧକ ହଟାଇଲା ମେଟା ନୂଆଦିଲ୍ଲୀ: ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ୨୦୨୧ ମସିହାରେ ମେଟା ତତ୍କାଳୀନ…