ଅନ୍ତରାଷ୍ଟ୍ରୀୟ ଶେଷ ହେବ ତେଲ ଏବଂ ଏଲପିଜି ସଙ୍କଟ!: ଓଡ଼ିଶା ଓ ଗୁଜୁରାଟରେ ପହଞ୍ଚିଲା ଦୁଇଟି ବଡ଼ ଟ୍ୟାଙ୍କର୍ ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଭାରତକୁ ଆଶ୍ୱସ୍ତିର ଖବର ଆସିଛି। ଜାହାଜ ଟ୍ରାକିଂ ତଥ୍ୟରୁ ଜଣାପଡିଛି ଯେ, ଇରାନ ଅଶୋଧିତ ତେଲ ବହନ କରୁଥିବା…