ଆଜିର ଖବର ବର୍ଷା ଧୋଇଦେଲା ପାକିସ୍ଥାନର ବିଶ୍ଵକପ ସ୍ଵପ୍ନ: ସୁପର-୮ ରେ ପହଞ୍ଚିଲା ଆମେରିକା ନୂଆଦିଲ୍ଲୀ: ଖରାପ ପାଗ ଏବଂ ବର୍ଷା ହେତୁ ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍ ବାତିଲ କରାଯାଇଛି। ସେଣ୍ଟ୍ରାଲ୍ ବ୍ରୋୱାର୍ଡ ରିଜିନାଲ ପାର୍କ ଷ୍ଟାଡିୟମ୍ ଫ୍ଲୋରିଡାର ଲାଡର୍ହିଲ୍ ଅଞ୍ଚଳରେ…