ଆଜିର ଖବର ଉତ୍କଳ ବିଶ୍ବବିଦ୍ୟାଳୟରୁ ଶକ୍ତିକାନ୍ତ ଦାସ,ଗିରିଶ ମୂର୍ମୁଙ୍କ ସହ 5 ଜଣଙ୍କୁ ମିଳିବ ଡକ୍ଟରେଟ ଉପାଧୀ ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଓଡିଶାର 5 ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ମିଳିବ ସମ୍ମାନ ଜନକ ଡକ୍ଟରେଟ ଉପାଧୀ। ସେମାନେ ହେଲେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର…