Uttam Mohanty

ଭୁବନେଶ୍ବର: ଶେଷରେ ଓଡିଆ ଚଳଚିତ୍ର ଜଗତରେ ଉତ୍ତମ ଯୁଗର ଅବସାନ ଘଟିଛି। ଭୁବନେଶ୍ବରର ସତ୍ୟନଗର ମଶାଣୀରେ ପଞ୍ଚଭୂତରେ ବିଲୀନ ହୋଇଛି ଅଭିନେତା ଉତ୍ତମ ମହାନ୍ତିଙ୍କ ପ୍ରାର୍ଥୀବ ଶରୀର।…