ରାଜ୍ୟ ଖବର ଭୁବନେଶ୍ବର ଘାଟିକିଆରେ ୭୪ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ ପାଳିତ ଭୁବନେଶ୍ବର: ୭୪ତମ ରାଜ୍ୟସ୍ତରୀୟ ବନମହୋତ୍ସବ ଉତ୍ସାହ ଓ ଉଦ୍ଦୀପନା ସହ ଗତକାଲି ଭୁବନେଶ୍ଵରସ୍ଥିତ ଘାଟିକିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ପାଳିତ ହୋଇଅଛି। ଏଥିରେ ଜଙ୍ଗଲ, ପରିବେଶ…