ଆଜିର ଖବର ଲୋକସଭାରେ ପାରିତ ହେଲା ବନ୍ଦେ ମାତରମ୍ ବିଲ୍ ନୂଆଦିଲ୍ଲୀ: ସଂସଦର ଚଳିତ ମୌସୁମୀ ଅଧିବେଶନର ନବମ ଦିନରେ ଲୋକସଭାରେ ବନ୍ଦେ ମାତରମ୍ ବିଲ୍ ପାରିତ ହୋଇଛି। ଏହି ବିଲ୍ ପୂର୍ବରୁ ଜୁଲାଇ ୨୯ ତାରିଖରେ ରାଜ୍ୟସଭାରେ…