ଆଜିର ଖବର ଜ୍ଞାନବାପୀର ତହଖାନାରେ ଜାରି ରହିବ ହିନ୍ଦୁ ପୂଜା: ବାରାଣାସୀ କୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ଆହ୍ଲାବାଦ ହାଇକୋର୍ଟ ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣାସୀରେ ଅବସ୍ଥିତ ଜ୍ଞାନବାପୀ ପରିସରରେ ବ୍ୟାସ ଜୀଙ୍କର ତହଖାନାରେ ପୂଜା ହେବ କି ନାହିଁ ସେନେଇ ଆହ୍ଲାବାଦ ହାଇକୋର୍ଟ ଏହାର ରାୟ ଦେଇଛନ୍ତି। ଜଷ୍ଟିସ…