ଆଜିର ଖବର ମହାରାଷ୍ଟ୍ରର MVA କୁ ବଡ ଝଟକା, ମେଣ୍ଟ ଭାଙ୍ଗିଲା ପ୍ରକାଶ ଆମ୍ବେଦକରଙ୍କ ପାର୍ଟି VBA ନୂଆଦିଲ୍ଲୀ: ମହାରାଷ୍ଟ୍ରର ମହାବିକାଶ ଅଘାଡିକୁ ପ୍ରକାଶ ଆମ୍ବେଦକର ଏକ ବଡ଼ ଝଟକା ଦେଇଛନ୍ତି। ବଞ୍ଚିତ ବହୁଜନ ଅଘାଡି MVA ସହିତ ମେଣ୍ଟ ଭାଙ୍ଗିଛି। ଗତ କିଛି ଦିନ…