ଆଜିର ଖବର ଜମ୍ମୁ କାଶ୍ମୀରରେ ଭିଲେଜ ଡ଼ିଫେନ୍ସ ଗ୍ରୁପ ଗଠନକୁ ଅନୁମୋଦନ ଦେଲା ଗୃହ ମନ୍ତ୍ରଣାଳୟ ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଭିଲେଜ ଡ଼ିଫେନ୍ସ ଗ୍ରୁପ ଗଠନକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଜି ଅନୁମୋଦନ କରିଛି। ଭିଲେଜ ଡ଼ିଫେନ୍ସ ଗ୍ରୁପର ସଦସ୍ୟମାନଙ୍କୁ ଭିଲେଜ ଡ଼ିଫେନ୍ସ ଗାର୍ଡ…