ଆଜିର ଖବର ଅକ୍ଷୟ କୁମାରଙ୍କ ପାଇଁ ସଞ୍ଜୀବନୀ ହେଲା ‘ସ୍କାଏ ଫୋର୍ସ’, ୩ ଦିନରେ କଲା ୫୦ କୋଟି ଟଙ୍କା ରୋଜଗାର ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସର ଦୁଇ ଦିନ ପୂର୍ବରୁ ଅକ୍ଷୟ କୁମାର ଏବଂ ବୀର ପହାଡିଆଙ୍କ ଫିଲ୍ମ ସ୍କାଏ ଫୋର୍ସ ଜାନୁଆରୀ ୨୪ ତାରିଖରେ ମୁକ୍ତିଲାଭ କରିଥିଲା। ନିର୍ମାତାମାନେ…