ଆଜିର ଖବର ମାଲଦ୍ୱୀପ ସଂସଦ ନିର୍ବାଚନ: ଚୀନ୍ ସମର୍ଥିତ ମୁଇଜ୍ଜୁଙ୍କ ବଡ ବିଜୟ, ଭାରତ ସହ ସମ୍ପର୍କରେ ପଡିପାରେ ପ୍ରଭାବ ନୂଆଦିଲ୍ଲୀ: ମାଲଦ୍ୱୀପର ସଂସଦ ନିର୍ବାଚନରେ ମହମ୍ମଦ ମୁଇଜୁଙ୍କ ପାର୍ଟି ପିଏନସି ଏକ ବଡ଼ ବିଜୟ ହାସଲ କରିଥିବାବେଳେ ବିରୋଧୀ ଦଳ ଏମଡିପି ନିରାଶ ହୋଇଛି। ଏଭଳି ପରିସ୍ଥିତିରେ…