ଆଜିର ଖବର ନିଜ ଜନ୍ମମାଟିରେ ଶରଣାର୍ଥୀ ହୋଇଥିବା କାଶ୍ମୀର ପଣ୍ଡିତଙ୍କ କାହାଣୀ : ‘ଶିକାରା – ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ କାଶ୍ମୀର ପଣ୍ଡିତ୍’ ମୁମ୍ବାଇ : ଆଜି ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶିକାରା – ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ କାଶ୍ମୀର ପଣ୍ଡିତ୍’ର ଟ୍ରେଲର୍ର ରିଲିଜ୍ ହୋଇଛି ।…