ଅପରାଧ ଦୁଇ ବିଧାୟକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ସମେତ ନଅ ନକ୍ସଲଙ୍କ ଆତ୍ମସମର୍ପଣ ବିଜୟୱାଡା: ନକ୍ସଲବାଦକୁ ଦୂର କରିବାର ସମୟସୀମା ଶେଷ ହେବାର ମାତ୍ର ୨୪ ଘଣ୍ଟା ପୂର୍ବରୁ ଆନ୍ଧ୍ର ପ୍ରଦେଶର ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ହାସଲ କରିଛନ୍ତି।…