ଆଜିର ଖବର ବିଜେନ୍ଦ୍ର ଗୁପ୍ତା ହେଲେ ଦିଲ୍ଲୀ ବିଧାନସଭାର ବାଚସ୍ପତି: ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦେଲେ ପ୍ରସ୍ତାବ ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସରକାର ଗଠନ ପରେ ପ୍ରଥମ ବିଧାନସଭା ଅଧିବେଶନ ଚାଲିଛି। ଏହି ଅଧିବେଶନରେ ନୂତନ ବିଧାନସଭାର ବାଚସ୍ପତିଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ…