ଆଜିର ଖବର ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ : ଭିଖେ ପାଟିଲଙ୍କ ସମେତ ୧୩ ଜଣଙ୍କ ଶପଥଗ୍ରହଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ରବିବାର ନିଜର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ମୁମ୍ବାଇ ରାଜଭବନରେ ଅନୁଷ୍ଠିତ ଏହି ସମ୍ପ୍ରସାରଣରେ ୧୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି।…