ଆଜିର ଖବର ODI ରୁ ଅବସର ନେବେ କି କୋହଲି ଏବଂ ରୋହିତ?: ବଡ଼ ବୟାନ ଦେଲେ ବିସିସିଆଇ ଉପାଧ୍ୟକ୍ଷ ନୂଆଦିଲ୍ଲୀ: ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ହଠାତ୍ ନିଷ୍ପତ୍ତି ନେଇଥିଲେ, ଯାହା କୌଣସି କ୍ରିକେଟ୍ ପ୍ରଶଂସକ ଆଶା କରିନଥିଲେ।…