ଅନ୍ତରାଷ୍ଟ୍ରୀୟ ‘ସମ୍ପର୍କ ହେଲା ଆହୁରୀ ମଜବୁତ…’: ଭାରତକୁ ପ୍ରଶଂସା କଲା ଏହି ମୁସଲିମ ଦେଶ, ପାକିସ୍ତାନ ବିଚଳିତ ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (UAE) ରାଷ୍ଟ୍ରଦୂତ ଅବଦୁଲନାସିର ଅଲଶାଲି କହିଛନ୍ତି ଯେ, ଭାରତୀୟ ନାଗରିକଙ୍କ ପାଇଁ UAE ର ଭିସା ଅନ୍ ଆରାଇଭାଲ୍ କାର୍ଯ୍ୟକ୍ରମର ସମ୍ପ୍ରସାରଣ…