ଆଜିର ଖବର ଆଜି ନିର୍ଦ୍ଧାରଣ ହେବ ୟେଦ୍ୟୁରପ୍ପା ସରକାରଙ୍କ ଭାଗ୍ୟ : 15ଟି ଆସନ ପାଇଁ ଭୋଟଗଣତି ଆରମ୍ଭ ବେଙ୍ଗାଳୁରୁ,09/12: କର୍ଣ୍ଣାଟକ ବିଧାନସଭାର 15ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ଘୋଷିତ ହେବ । ସକାଳ 8ଟା ସମୟରୁ ଭୋଟ ଗଣତି ଆରମ୍ଭ ହୋଇଛି ।…