ଆଜିର ଖବର ଜାମ୍ମୁକାଶ୍ମୀରରେ ବିଜେପି ସରପଞ୍ଚଙ୍କୁ ହତ୍ୟା କଲେ ଆତଙ୍କବାଦୀ ଜମ୍ମୁକାଶ୍ମୀର : ଜମ୍ମୁ କାଶ୍ମୀରରେ ପୁଣି ଜଣେ ସରପଞ୍ଚକୁ ଆତଙ୍କୀମାନେ ହତ୍ୟା କରିଛନ୍ତି । କୁଲଗାମ ଜିଲ୍ଲା କାଞ୍ଜିଗୁଣ୍ଡ ବ୍ଲକର ଭେସୁ ଗ୍ରାମରେ ଭାରତୀୟ ଜନତା ପାର୍ଟିର…