ଆଜିର ଖବର ସୁପ୍ରିମ୍କୋର୍ଟରେ ଭିଭିପାଟ୍ ମାମଲା : ଆସନ୍ତା ୨୫ରେ ପରବର୍ତ୍ତୀ ଶୁଣାଣି ନିର୍ବାଚନରେ ଭିଭିପାଟ୍ ମେସିନ୍ ବ୍ୟବହାର ପ୍ରତିବାଦରେ ଆଗତ ମାମଲାର ଶୁଣାଣି ଶୁକ୍ରବାର ସୁପ୍ରିମ୍କୋର୍ଟରେ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ବିଚାର କରି ଏ ସମ୍ପର୍କରେ ଜବାବ ଦାଖଲ…