ଆଜିର ଖବର ୱାକଫ ସଂଶୋଧନ ଆଇନକୁ ନେଇ ଦ୍ୱନ୍ଦ୍ୱ ଦୂର କରିବ ବିଜେପି, ଏପ୍ରିଲ ୧୯ ରୁ ଚାଲିବ ଜନସଚେତନତା ଅଭିଯାନ ନୂଆଦିଲ୍ଲୀ: ୱାକଫ ସଂଶୋଧନ ଅଧିନିୟମ ସମ୍ପର୍କରେ ବ୍ୟାପିଥିବା ଗୁଜବ ତଥା ଦ୍ଵନ୍ଦ୍ଵକୁ ଦୂର କରିବା ପାଇଁ ଉତ୍ତରପ୍ରଦେଶ ସରକାର ଏବଂ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତ ହୋଇଛନ୍ତି।…