ଆଜିର ଖବର ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଥିବା ୱାସିମ ରିଜଭି ପୁଣିଥରେ ପରିବର୍ତ୍ତନ କଲେ ନାମ ନୂଆଦିଲ୍ଲୀ: ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଥିବା ଶିଆ ୱାକଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜଭି ବର୍ତ୍ତମାନ ତାଙ୍କ ଜାତି ପରିବର୍ତ୍ତନ କରିଛନ୍ତି। ସେ…