ଜାତୀୟ ଖବର ଜଳ ସଂପଦ ବିଭାଗରେ ଯୋଗଦେଲେ ୪୪୧ ଜୁନିଅର ଇଞ୍ଜିନିୟର, ମୁଖ୍ୟମନ୍ତ୍ରୀ ଦେଲେ ଦିଗଦର୍ଶନ ଭୁବନେଶ୍ବର: ଆଜି ଓଡିଶା ନିଯୁକ୍ତି ପର୍ବରେ ସମୁଦାୟ ୪୪୧ ଜୁନିଅର ଇଞ୍ଜିନିୟର (ସିଭିଲ) ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ…