ଆଜିର ଖବର ଆସନ୍ତା ୩ ଯାଏଁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ଭୁବନେଶ୍ଵର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଗତକାଲି ଟିଟିଲାଗଡରେ ସର୍ବାଧିକ ୪୧.୮ ଡିଗ୍ରୀ ଓ ରାୟଗଡାରେ ସର୍ବନିମ୍ନ ୧୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି…