ଆଜିର ଖବର ମହମ୍ମଦ ଶାମିଙ୍କୁ SIR ଯାଞ୍ଚ ସମ୍ପର୍କରେ ନୋଟିସ୍ ଜାରି କଲେ ନିର୍ବାଚନ କମିଶନ: କାରଣ କ’ଣ? ନୂଆଦିଲ୍ଲୀ: ସୋମବାର ଦିନ କ୍ରିକେଟର ମହମ୍ମଦ ଶାମିଙ୍କୁ SIR (ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ) ଯାଞ୍ଚ ସମ୍ବନ୍ଧୀୟ ଶୁଣାଣି ପାଇଁ କୋଲକାତାର ଯାଦବପୁରର ଏକ ସ୍କୁଲକୁ ଡକାଯାଇଥିଲା। ତଥାପି,…