ଜାତୀୟ ଖବର ମମତା ବାନାର୍ଜୀ ଇସ୍ତଫା ନଦେଲେ କିପରି ସରକାର ଗଠନ କରିବ ବିଜେପି?: ଜାଣନ୍ତୁ ବିଶେଷଜ୍ଞଙ୍କ ମତ ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ଏକ ବଡ଼ ବିଜୟ ହାସଲ କରିବା ପରେ, ସମଗ୍ର ରାଜ୍ୟ ଗେରୁଆ ରଙ୍ଗର ଦେଖାଯାଉଛି। ନିର୍ବାଚନ ଫଳାଫଳ ଘୋଷଣା ହେବାର ୨୪ ଘଣ୍ଟାରୁ…