ଆଜିର ଖବର ସୁମିତ କୁମାରଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡ଼ା ମନ୍ତ୍ରୀ: ୪୮ ଘଣ୍ଟା ଦୌଡ଼ି ଅତିକ୍ରମ କରିଥିଲେ ୨୦୨ କିମି ଦୂରତା ଭୁବନେଶ୍ଵର: ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଛନ୍ତି ରାଉରକେଲାର ପ୍ରତିଭାବାନ ଯୁବକ ସୁମିତ କୁମାର ସିଂହ। ମାନୁଆଲ୍ ଟ୍ରେଡମିଲରେ ଲଗାତାର ୪୮ ଘଣ୍ଟା ଦୌଡ଼ି…