ଆଜିର ଖବର ପାରିବାରିକ କଳହର କରୁଣ ପରିଣତି : ସ୍ବାମୀକୁ ଛୁରୀ ଭୁସି ହତ୍ୟା କଲା ସ୍ତ୍ରୀ ସମୀକ୍ଷା ବ୍ୟୁରୋ ମାଲକାନଗିରି : ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ମାଲକାନଗିରି ଅଞ୍ଚଳରେ। ମାଲକାନଗିରିର ଆପନମାଲା ଅଞ୍ଚରେ ଏହି ଘଟଣା ଘଟିଥିବା ଜଣାପଡିଛି। ଘରୋଇ…